ସୁଲକ୍ଷଣା ପଣ୍ଡିତ, “ଆମ ଓଡ଼ିଶା ଖବର” ସୁନାମ ଧନ୍ଯ ଗାୟୀକା ତଥା ବଲିଉଡର ମହାନ ଅଭିନେତ୍ରୀଙ୍କ ୭୧ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ। ଦୀର୍ଘଦିନ ହେଲା ଅସୁସ୍ଥ ଅବସ୍ଥାରେ ଚିକିତ୍ସାଧୀନ ଥିଲେ ସୁଲକ୍ଷଣା। ସଂଗୀତ ଜଗତରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସୁଲକ୍ଷଣା ଆରପାରିରେ। ଅନେକ ସିନେମାରେ ସଫଳତା ପାଇଥିଲେ, ଯେମିତିକି, ‘ସାତ ସମୁନ୍ଦର ପାର୍ ସେ’ ଗୀତ ପାଇଁ ମିଳିଥିଲା ଲୋକପ୍ରିୟତା। ଉଲ୍ଝାନ, ସଂକୋଚ, ସଂକଳ୍ପ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଗାୟିକା ତଥା ଅଭିନେତ୍ରୀ ଆଉ ନାହାନ୍ତି। ସୁଲକ୍ଷଣା ୧୯୭୫ରେ ହୋଇଥିଲେ ଫିଲ୍ମ ଫେୟାର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା। ବଲିଉଡ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ଘଟିବାରେ ଲାଗିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ