ମୟୂରଭଞ୍ଜ: “ଆମ ଓଡ଼ିଶା ଖବର” ୧୪ ଜାନୁଆରୀ, ବେତନଟୀ ଅବକାରୀ ଥାନାକୁ ମିଳିଛି ବଡ଼ଧରଣର ସଫଳତା ମଧ୍ୟ ରାତ୍ରିରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ବେତନଟୀ ଅବକାରୀ ଥାନା। ଦାମୀ କାର୍ରେ ଚାଲିଥିଲା ବିଦେଶୀ ମଦ ଚାଲାଣ। ବିଭିନ୍ନ ବ୍ରାଣ୍ଡର ୧୨୦ ବୋତଲ ବିଷାକ୍ତ ମଦ ଜବତ ହୋଇଛି ଆନ୍ତଃଜିଲ୍ଲା ନକଲି ବିଷାକ୍ତ ବିଦେଶୀ ମଦ ବ୍ୟବସାୟୀ ପ୍ରଶାନ୍ତ ଗିରଫ କରିଛି ଅବକାରି ବିଭାଗ। ମକର ସଂକ୍ରାନ୍ତିରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ଡାକିଥାନ୍ତେ ଅଞ୍ଚଳବାସୀ।
ଖୋର୍ଦ୍ଧା ଜିଲ୍ଲା ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।