ଝାରସୁଗୁଡ଼ା: “ଆମ ଓଡିଶା ଖବର” ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସେକ୍ସନ ଅଫିସର ଅନିତ କୁମାର ଗୁରୁGNM ଛାତ୍ରୀଙ୍କ ପ୍ରାକ୍ଟିକାଲ୍ ଟ୍ରେନିଂ ଆବେଦନ ପାଇଁ ନେଉଥିଲେ ଲାଞ୍ଚ ୨,୫୦୦ ଟଙ୍କା। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଘଟଣାକୁ କେନ୍ଦ୍ର କରି ନର୍ସିଂ ସ୍କୁଲ ଶିକ୍ଷକ ଅଭିଯୋଗ ଉଠାଇଥିଲେ। ଅଭିଯୋଗର ଆଧାରରେ ଅନିତ ଗୁରୁଙ୍କ ଉପରେ ପଡ଼ିଥିଲା ଫାଶ। ଗିରଫ ଅଭିଯୁକ୍ତଙ୍କ ବାସଭବନ ସହ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା CDMO ଅଫିସର ସେକ୍ସନ ଅଫିସର ଅନିତ କୁମାର ଗୁରୁ।


More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।