ଆସିକା ( ଆମ ଓଡିଶା ଖବର)ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନି ଗ୍ରାମ ଶିଶୁ ବିଦ୍ୟାମନ୍ଦିରରେ ସ୍ବାଧିନତା ଦିବସକୁ ମହାଆଡମ୍ବରରେ ପାଳିତ ହୋଇଆସୁଛି। ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବସନ୍ତି ଯୋଗଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ ତତ୍ବାବଧାନରେ କାର୍ଯ୍ୟକ୍ରମ କୁ ସଫଳତାର ସହ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏବଂ ଆଚାର୍ଯ୍ୟ ଆଚାର୍ଯ୍ୟା ସମସ୍ତ ପ୍ରକାରର କାର୍ଯ୍ୟକ୍ରମକୁ ସୂଚାରୁରୂପେ ସହ ଯୋଗ କରିଥିଲେ।,ରିତି, ବର୍ଷା, ସରସ୍ବତୀ, ପ୍ରିୟଙ୍କା,ଗିତା, ସୁଧିର, ପିଣ୍ଟୁ, ଭାଗିରଥି,ସିଲା, ଗ୍ରାମ ବୁଲି ବୁଲି ସ୍ବାଧୀନତା ଦିବସର ଉପରେ ଭାଷଣ ଦେଇ ସଂପୂର୍ଣ୍ଣ ପରିକ୍ରମା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା।କାର୍ଯ୍ୟ ଶେଷ ରେ ଧନ୍ୟବାଦ ଅର୍ପଣ ପ୍ରଧାନ ଆଚାର୍ଯ୍ୟ କରିଥିଲେ।,
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l
କୋଦଳା ଏନ ଏ ସିରେ ‘ଓଡ଼ିଆ ପକ୍ଷ’ ଶୁଭାରମ୍ଭ l
ବେରୁଆଁବାଡ଼ି ଓ ଜାଗିଲିପଦର ଠାରେ ବିଶ୍ଵଶାନ୍ତି ମହାଯଜ୍ଞ l