କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନାମରେ ଥାନାରେ ଏତଲା।ଦୁଇଦିନ ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓଡିଶା ଆସିଥିଲେ।ଓଡିଶା ଆସି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓବିସି ଜାତି ତେଲି ଜାତିକୁ କଟୁ ଭାଷାରେ ଆକ୍ଷେପ କରିବା ପରେ ସାରା ଓଡିଶାରେ ଓବିସି ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସରପାରୀ ଗ୍ରାମର ଓବିସି ତେଲି ଜାତିର ସୁଦାମ ଚରଣ ସାହୁ ଆଜି ରାହୁଳ ଗାନ୍ଧୀଙ୍କ ବିରୋଧରେ ଜଂକିଆ ଥାନାରେ ଏତଲା ଦାୟର କରିଛନ୍ତି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.