ରାୟଗଡ:-(ଆମ ଓଡିଶା ଖବର )ତା.୩୦/୦୧/୨୫- ଜାତିର ଜନକ ମହାତ୍ମl ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି l ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ଓ ମହିୟସୀ ମାନେ ନିଜ ଜୀବନକୁ ଆତ୍ମ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର,ଡେପୁଟି କଲେକ୍ଟର ନାରାୟଣ ମିଶ୍ର,ଲଳିତ ମଣ୍ଡଳ,ମଧୁମିତା ବେହେରା,ବିଚିତ୍ରା ସେଠୀ, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ତତ୍ତ୍ୱମୋସୀ ମହାପାତ୍ର,ସହକାରୀ ଜିଲ୍ଲାପାଳ ମlନଭଞ୍ଜନ କହଁର, ସୁସ୍ମିତା ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,

ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତି କୁମାରୀ ଦେଓ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ,ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀମତୀ ଭବାନୀ ଶବର,ଗ୍ରନ୍ଥାଗlରୀକ ଶ୍ରୀ ଡମ୍ବରୁଧର ପଣ୍ଡା, ସହ ସଂଚାଲକ ଶ୍ରୀ ସାମ୍ରାଟ ସାହୁ, ରାଜେନ୍ଦ୍ର ଦୋରl ଓ ଅଗ୍ନିସମ୍ମ ବିଭାଗର ଆଗ୍ନେୟକ ମାନେ ଯୋଗଦାନ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ସେମାନଙ୍କ ଉଦ୍ଧେଶ୍ୟରେ ନିରୋବ ପ୍ରାର୍ଥନା କରିଥିଲେ l ଅଗ୍ନିସମ୍ମ ବିଭାଗର ତରଫରୁ ନିରୋବ ପ୍ରାର୍ଥନା ପୂର୍ବରୁ ଓ ପରେ ୨ଥର ସାଇରନ ଦିଆଯାଇଥିଲା l ସେହିପରି ବିଭିନ୍ନ କାର୍ଯ୍ୟାଳୟ ମାଙ୍କରେ ବିଭଗୀୟ ଅଧିକାରୀଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କୁ ନେଇ ପାଳନ କରାଯାଇଛି l
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।