ଭୁବନେଶ୍ୱର (ଆମ ଓଡ଼ିଶା ଖବର )୯୧ ବର୍ଷ ବୟସରେ ରମାକାନ୍ତ ରଥ ପରଲୋକ ହୋଇଛନ୍ତି। ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ସେହି ଅମର ଆତ୍ମା, ୨୦୦୬ରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନର ଅଧିକାରୀ ହୋଇଥିଲେ। ତାହାସହିତ ସେହି ବିଦେଇ ଆତ୍ମା ଅନେକ ଥର ସମ୍ମାନର ଅଧିକାରୀ ହୋଇଛନ୍ତି, ଯେମିତିକି ଶ୍ରୀରାଧା, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ ପାଇଁ ସେ ପରିଚିତ। ରମାକାନ୍ତ ସପ୍ତମ ଋତୁ ପାଇଁ ପାଇଥିଲେ କେନ୍ଦ୍ର ସାହିତ୍ୟ ପୁରସ୍କାର ସଚିତ୍ର ଅନ୍ଧାର’ ପାଇଁ ମିଳିଛି ସାରଳା ପୁରସ୍କାର। ଏହି ଭଳି ଅନେକ ଥର ପୁରସ୍କୃତ ହୋଇଛନ୍ତି। ସେ ଆଉ ନାହାନ୍ତି ଆମ ଗହଣରେ। ଚିର ସ୍ମରଣୀୟ ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର।


More Stories
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ