ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ, ଆଜି କୁଦୀଆରୀ ବଜାର ଠାରେ ଥିବା ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ ହୋଇ ଯାଇଛି। ଏହା ପ୍ରତି ବର୍ଷ ରମଜାନ ମାସରେ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଲୁଗା ପଟା ବଣ୍ଟନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାର ରୂପେ ସହଯୋଗ କରିଥିଲେ। ଏଥି ସହିତ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ତାହିରା ବେଗମ୍, ଉପସଭାପତି ହବିବୁର ରାହେମନ୍, ସଭାପତି ଭାବନା ମିଶ୍ର, ଓ ସୁଭଲକ୍ଷ୍ମି ସାମନ୍ତରା, ବୃନ୍ଦାବନ୍ ସୁବୁଦ୍ଧି, ମହମ୍ମଦ ରିଯୁଆନ ଓ ଟ୍ରଷ୍ଟ ର ଚେୟାରମନ୍ ମହମ୍ମଦ ପରୱାଜ୍ ହାଇଦର ପ୍ରମୁଖ ଉପସ୍ଥିତ ରହିଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।