ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀ, ଆଜି କୁଦୀଆରୀ ବଜାର ଠାରେ ଥିବା ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ ହୋଇ ଯାଇଛି। ଏହା ପ୍ରତି ବର୍ଷ ରମଜାନ ମାସରେ ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଲୁଗା ପଟା ବଣ୍ଟନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାର ରୂପେ ସହଯୋଗ କରିଥିଲେ। ଏଥି ସହିତ ଟ୍ରଷ୍ଟ ର ସଦସ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ତାହିରା ବେଗମ୍, ଉପସଭାପତି ହବିବୁର ରାହେମନ୍, ସଭାପତି ଭାବନା ମିଶ୍ର, ଓ ସୁଭଲକ୍ଷ୍ମି ସାମନ୍ତରା, ବୃନ୍ଦାବନ୍ ସୁବୁଦ୍ଧି, ମହମ୍ମଦ ରିଯୁଆନ ଓ ଟ୍ରଷ୍ଟ ର ଚେୟାରମନ୍ ମହମ୍ମଦ ପରୱାଜ୍ ହାଇଦର ପ୍ରମୁଖ ଉପସ୍ଥିତ ରହିଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।