ଓଡିଶାର ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦି ମୁହାଣରେ ଦେଖିବାକୁ ମିଳିଛି ବିରଳ ବହୁରୂପୀ କଇଁଛ। ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଏହି ଅପୂର୍ବ ହାୱାକ୍ସ ୱିଲ୍ କଇଁଛ। ଏହି କଇଁଚଟି ଋଷିକୂଲ୍ୟା ନଦିରେ ୧୪୦ ଟି ଅଣ୍ଡାଦାନ କରିଥିଲା। ବିଦେଶିଙ୍କ ଭାସାରେ ଏହିଭଳି ବିରଳ କଇଁଛ ନାଁ ହେଉଛି ହାୱାକ୍ସ ୱିଲ୍ ସାମୁଦ୍ରିକ କଇଁଛ ଭାବେ ପରିଚିତ। ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ମେକ୍ସିକୋ, ଇଣ୍ଡୋନେସିଆରେ ଏହି କଇଁଛ ମାନେ ରହିଥାନ୍ତି। ଯାହା ଦେଖାଯାଏ ଏହି ପ୍ରଜାତିର ହାୱାକ୍ସ ୱିଲ୍ କଇଁଛ ପାଣିର ତ୍ରୀବ୍ରତାକୁ ଦେଖି ନିଜର ରଙ୍ଗ ବଦଳାଇଥାନ୍ତି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।