ସାଇବର ଠକେଇର ଶିକାର ହେଲେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ତୁଷାରକାନ୍ତି ବେହେରା ତୁଷାରକାନ୍ତିଙ୍କ ନିକଟରୁ ସାଇବର ଠକେଇରେ ୧ କୋଟି ୪୦ ଲକ୍ଷ ଟଙ୍କା ଚାଲିଗଲା। ସାଇବର ଠକେଇର ମୁଖ୍ଯ କାମ୍ବୋଡିଆର ପାର୍ଥ ଗୋପାନି ଗ୍ୟାଙ୍ଗ। ସେମାନଙ୍କ ଠକେଇର ଶିକାର ହେଲେ ବିଧାୟକ ତୁଷାରକାନ୍ତି। ପାର୍ଥ ଗୋପାନି ଗ୍ୟାଙ୍ଗ ଅନ୍ଲାଇନ୍ ଟ୍ରେଡିଂର ଲୋଭ ଦେଖାଇ ଲୁଟ୍ କରିଥିଲେ। ସେମାନଙ୍କ ମଧ୍ଯରୁ ୭ ଜଣ ଗିରଫ ହେଲେ କେରଳ, ଆସାମ, ପଶ୍ଚିମବଙ୍ଗ ଭଳି ସହରରୁ ଚଢ଼ଉ କରି ଗିରଫ କରାଯାଇଛି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର। ପୋଟାଲ


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.