ବସ ସହ ବାଇକ ଆରହି ଧକ୍କା,ଜଣେ ମୃତ୍ୟୁ.

ବାଇକ ଆରହି କୁ ପିଟିଲା ବସ ଘଟଣା ସ୍ଥଳରେ ବାଇକ ଆରହିଙ୍କ ମୃତ୍ୟୁ। ଘଟଣା ଟି ଘଟିଛି ରାୟଗଡା ଜିଲ୍ଲା(ଆମ ଓଡିଶା ଖବର )ତା:- ୦୧/୦୪/୨୦୨୫ ରିଖ କଲ୍ୟାଣ ସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ରାଉତ ପରଡ଼ିଗୁଡା ଗାଁ ଛକ ନିକଟରେ। ଘଟଣା ସ୍ଥଳରେ ଉତେଜନା ପୂର୍ଣ୍ଣ ପରିସ୍ଥିତି ଉତ୍ୟକ୍ତ ଲୋକେଙ୍କ ଦ୍ୱାରା କ୍ଷତି ପୂରଣ ଦାବିନେଇ କଲ୍ୟାଣ ସିଂହପୁର ଜଗନ୍ନାଥ ପୁର ରାସ୍ତା ଅବରୋଧ। ଉପସ୍ଥିତ ଲୋକଙ୍କ ସୂଚନା ଅନୁଯାଇ ଦୁଇଜଣ ନା ବାଳକ ଏକ ଲୁନା ଗାଡି ନମ୍ବର  ଓଡି ୧୮- ଜେ-୧୯୧୮ ଯୋଗେ କୌଣସି କାମରେ ନିକଟସ୍ଥ ଗାଁ କୁ ଯାଉଥିଲେ। କଲ୍ୟାଣ ସିଂହପୁର ଠାରୁ ଥେରୁବାଲି ଦେଇ ରାୟଗଡା ଯାଉଥିବା ଓଁମ ସାଇରମ ହନୁମାନ ବସ ଗାଡି ନମ୍ବର – ଓଡି ୧୮-ଏଲ – ୫୫୬୫ ବସର ବାମପାର୍ଶ୍ଵ ଧକା ହୋଇଥିଲା ଫଳରେ ବାଇକ ଦୁଇଜଣ ଖସି ପଡ଼ିଥିଲେ ଜଣେଙ୍କର ଘଟଣା ସ୍ଥଳରେ ମୃତ୍ୟୁ ( ସୁମନ କାଡ୍ରାକ- ୧୪) ହୋଇଛି। ମୃତ୍ୟୁ ବ୍ୟକ୍ତି ଙ୍କ ଶବ କୁ ରଖି କ୍ଷତି ପୂରଣ ଦାବିନେଇ କଲ୍ୟାଣ ସିଂହପୁର ଜଗନ୍ନାଥ ପୁର ରାସ୍ତା ଅବରୋଧ କରାଯାଇଛି। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଜାରିରଖିଛି।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!