ଛାତ୍ରୀ ମୃତ୍ୟୁରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା। କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତନାଘନା ଚାଲିଛି। ପୋଲିସ କମିଶନର ଏସ୍.ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା, ଛାତ୍ରୀ ରୁମ୍ରେ ଏକାଥିଲେ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା ନେପାଳୀ ଛାତ୍ରୀ ସନ୍ନି ଶାହା। ରୁମ୍କୁ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ହଷ୍ଟେଲ୍ର ଅନ୍ୟ ଝିଅମାନଙ୍କୁ ପଚରାଉଚରା କରାଯାଉଛି, ପ୍ରକୃତ ତଥ୍ଯ ଜାଣିବା ପାଇଁ। ଏନେଇ ନେପାଳ ଦୂତାବାସ ସହ କଥା ହୋଇସାରିଛୁ। ଆସନ୍ତାକାଲି ପ୍ୟାରେଣ୍ଟ୍ ଆସି ପହଞ୍ଚିବେ। AIIMSକୁ ମୃତଦେହ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକ ଆସିଲେ ଶବ ବ୍ୟବଚ୍ଛେଦ କରାଯିବ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର। ପୋର୍ଟାଲ


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।