ଛାତ୍ରୀ ମୃତ୍ୟୁରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା। କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ତନାଘନା ଚାଲିଛି। ପୋଲିସ କମିଶନର ଏସ୍.ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା, ଛାତ୍ରୀ ରୁମ୍ରେ ଏକାଥିଲେ। ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା ନେପାଳୀ ଛାତ୍ରୀ ସନ୍ନି ଶାହା। ରୁମ୍କୁ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ହଷ୍ଟେଲ୍ର ଅନ୍ୟ ଝିଅମାନଙ୍କୁ ପଚରାଉଚରା କରାଯାଉଛି, ପ୍ରକୃତ ତଥ୍ଯ ଜାଣିବା ପାଇଁ। ଏନେଇ ନେପାଳ ଦୂତାବାସ ସହ କଥା ହୋଇସାରିଛୁ। ଆସନ୍ତାକାଲି ପ୍ୟାରେଣ୍ଟ୍ ଆସି ପହଞ୍ଚିବେ। AIIMSକୁ ମୃତଦେହ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକ ଆସିଲେ ଶବ ବ୍ୟବଚ୍ଛେଦ କରାଯିବ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର। ପୋର୍ଟାଲ
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।