ବରିଷ୍ଠ ନାଗରିକ ମଞ୍ଚ, ଜଟଣୀ
କାର୍ଯ୍ୟାଳୟ ପରିସରରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି, ମଞ୍ଚ ର ସଭାପତି ଇଂ ଭକ୍ତବନ୍ଧୁ ଚୌଧୁରୀ, ସମ୍ପାଦକ ଶ୍ରୀ ସଚ୍ଚିଦାନନ୍ଦ ପଟ୍ଟନାୟକ, ଅରୁଣ ମହାନ୍ତି, ଶରତ ଚନ୍ଦ୍ର ଦାଶ, ପ୍ରହ୍ଲାଦ ସ୍ୱାଇଁ, କୈଳାସ ଅଗ୍ରୱାଲ ଆଦି ସଦସ୍ୟ ଯୋଗଦାନ କରିଥିଲେ, ସଭାପତି ଶ୍ରୀ ଚୌଧୁରୀ ମଧୁ ବାବୁଙ୍କ ଜୀବନୀ, ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ…
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.