ତାରିଖ ୦୫/୦୫/୨୦୨୫ କୋରାପୁଟ ଜିଲ୍ଲା ( ଆମ ଓଡିଶା ଖବର )
କୋରାପୁଟ ଜିଲ୍ଲା ଲଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବେଦାନ୍ତ କମ୍ପାନୀ ପକ୍ଷରୁ ରକ୍ତ ଦାନ ଶିବିର ଉନୁଷ୍ଠିତ କରା ଯାଇଥିଲା ସ୍ଥାନୀୟ ଲଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଵା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସି.ଏସ.ଆର ମୁଖ୍ୟ ଶ୍ରୀ ଏସ.ଆର. ମହାନ୍ତି, ବେଦାନ୍ତ କମ୍ପାନୀ ର ବରିଷ୍ଠ ପଦାଧିକାରୀ ପୁଣି ଲଷ୍ମୀପୂର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ, ଡାକ୍ତର ଓ କର୍ମଚାରୀଗଣ। ସମସ୍ତଙ୍କ ସହଯୋଗ ରେ ଆଜିର ଏହି କାର୍ଯ୍ୟକ୍ରମ କୁ ସଫଳତାର ସହିତ ଶେଷ କରିଥିବା ଦେଖିବାକୁ ମିଳିଥିଲା ।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର ।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।