କୋରାପୁଟ (ଆମ ଓଡିଶା ଖବର )ତାରିଖ ୧୨/୦୫/୨୦୨୫
କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ଜୋନ୍-୨ ର ଆଠ ଗୋଟି ପଞ୍ଚାୟତ କୁ ନେଇ ଜି ପି ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଡମୁଣ୍ଡା ଗ୍ରାମରେ ଆୟୋଜନ କରାଯାଇଅଛି l ଏହି ଅବସରରେ ଦଶମନ୍ତପୁର ଜୋନ୍-୨ ର ଯୁବ ଲୋକ ପ୍ରିୟ ଜିଲ୍ଲା ପରିଷଦ ଶ୍ରୀ ଧନପତି ସାଉଁନ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଵା ସହ ଉଭୟ ଟିମ ର ସଦସ୍ୟ ମାନଙ୍କୁ ହାତ ମିଳାଇ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣର ସହିତ ଖେଳି ଭାଇ ଚାରା ସୃଷ୍ଟି କରିବା ପୁଣି ନିଜ ନିଜ ଅନ୍ତର୍ନିହିତ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମନୋରଞ୍ଜନ ରେ ଭରିଦିଅନ୍ତୁ କହି ପ୍ରେରଣା ଓ ଉତ୍ସାହିତ କରିଥିଲେ ପ୍ରିୟ ନେତା ଶ୍ରୀ ସାଉଁନ୍ତା l ତାଙ୍କ ସାଥିରେ ଥିଲେ ଆଡମୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ କୁମଟି ଜାନି l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
ବ୍ଲକ୍ ସ୍ତରୀୟ ଜି ପି ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କଲେ ଜିଲ୍ଲା ପରିଷଦ ଧନପତି ସାଉଁନ୍ତା ।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।