ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଜଟଣୀରେ ମନଇଛା ବିଦୁତକାଟ ବଢ଼ି ଚାଲିଛି। ରାତିରେ, ଦିନରେ ପ୍ରାୟ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ। ଗ୍ରୀଷ୍ମ କାଳରେ ଖରାର ପ୍ରକୋପ ଯେତେ ବୃଦ୍ଧି ପାଇଚାଲିଛି, ବିଦୁତ୍ କାଟ୍ ଖରାର ଉତାପ ସହିତ ତାଳମିଳାଇ ବିଦୁତ କାଟ୍ କରି ଚାଲିଛନ୍ତି। ରାତିରେ ଗରମର ତାଣ୍ଡବ ଚାଲିଥିବା ବଳେ ବିଦୁତ୍ କାଟିବା ଚାଲିଥିବ। ପଦସ୍ଥ ବିଦୁତ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଉତର ଆସେ କାମ ଚାଲିଥିଲା। ଏହି ଭଳି ବର୍ଷ ବର୍ଷ ଧରି କତେଦିନ କାମ ଚାଲିବ ? ସାଧାରଣ ଜନତା ଡହଳ ବିକଳ ହେଉଛନ୍ତି। ବିଦୂତ୍ କାଟକୁ ନେଇ ଆହାକାର ହେଲେଣି ଜଟଣୀ ବାସି। ଜଟଣୀ ସେକ୍ସନ ଜନ୍ତ୍ରି ୧, ଜନ୍ତ୍ରି ୨, ଏରିଆରେ। ଜନ୍ତ୍ରିଙ୍କୁ ପଚାରିଲେ କହୁଛନ୍ତି କେତେ ଟାଇମ କଟାଯାଉଛି ଲେଖି ଜଣାନ୍ତୁ। ଗାଲୁଆମିର ସିମା ବଢି ଚାଲିଛି। ଜଟଣୀରେ ମନଇଛା ବିଦୁତକାଟ ବଢ଼ି ଚାଲିଛି। ପଦସ୍ଥ ବିଦୁତ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଉତର ଆସେ କାମ ଚାଲିଥିଲା। ଏହି ଭଳି ବର୍ଷ ବର୍ଷ ଧରି କତେଦିନ କାମ ଚାଲିବ ? ସାଧାରଣ ଜନତା ଡହଳ ବିକଳ ହେଉଛନ୍ତି। ବିଦୂତ୍ କାଟକୁ ନେଇ ଆହାକାର ହେଲେଣି ଜଟଣୀ ବାସି। ଜଟଣୀ ସେକ୍ସନ ଜନ୍ତ୍ରି ୧, ଜନ୍ତ୍ରି ୨, ଏରିଆରେ। ଜନ୍ତ୍ରିଙ୍କୁ ପଚାରିଲେ କହୁଛନ୍ତି କେତେ ଟାଇମ କଟାଯାଉଛି ଲେଖି ଆମକୁ ଜଣାନ୍ତୁ। ବିଦୁତ୍ କର୍ତ୍ତ୍ୟୁକକ୍ଷ ବିଦୂତ୍ ଚୋରି କରୁନାହାନ୍ତିତ? ସରକାର କହୁଛନ୍ତି ବିଦୁତ୍ ଆଉ କଟାଜିବନାହିଁ। ସବୁ ପ୍ରହସନରେ ଚାଲିଲା ଭଳି ଲାଗୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଜନତାଙ୍କ ଦାବି ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବିଦୁତ ଉପୋଭୋକ୍ତା ପ୍ରତି ଦୟା କରନ୍ତୁ ଏବୁ ଟାଟାପାୟାରକୁ ନିର୍ଦେଶ ଦିଅନ୍ତୁ କିମ୍ବା ବିଦୁତ ସଚିବଙ୍କୁ ଦୃଷ୍ଟି କରାନ୍ତୁ, ଏହା ହେଉଛି ଜଟଣୀ ବାସିଙ୍କ ନିବେଦନ।।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।