ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ବନ୍ଧାହେଲେ ୟୁଟ୍ୟୁବର ହରିୟାଣାର ଲୋକପ୍ରିୟ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରା। ଗିରଫ ପାକ୍ ହାଇକମିଶନର କର୍ମଚାରୀଙ୍କ ଘନିଷ୍ଠ ସମ୍ପର୍କରେ ଥାଇ ଦେଉଥିଲେଗୁପ୍ତ ତଥ୍ୟ। ଜ୍ୟୋତିଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ପୁଲିସ। ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍ରେ ଖୋଳତାଡ଼।
ପୁରୀର ଜଣେ ୟୁଟ୍ୟୁବରଙ୍କୁ ଆଇବି, ରେ ପଚରାଉଚରା ହେଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ଗତକାଲିଠାରୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚାଲିଛି। ଆଇବି, ପୁରୀ ପୋଲିସ ଓ ଗୁଇନ୍ଦା ଅଧିକାରୀଙ୍କ ଜେରା। ପୁରୀରେ ଜ୍ୟୋତି କେତେଦିନ ରହିଥିଲେ, ଶ୍ରୀମନ୍ଦିରକୁ ନେଇ କଣ ଫଟୋ ଉଠାଇଛନ୍ତି ଜେରା ଚାଲିଛି ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି, ପାକ୍କୁ ତଥ୍ୟ ଦେବା ଅଭିଯୋଗରେ ହୋଇଛନ୍ତି ଗିରଫ। ପଞ୍ଜାବ ଓ ହରିୟାଣାରୁ ୬ ପାକିସ୍ତାନୀ ଗୁପ୍ତଚର ଗିରଫ। ହରିୟାଣାର ହିସାରରୁ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ, କ୍ୟାଥଲରୁ ଆଇଏସଆଇ ଗୁପ୍ତଚର ଦେବୀନ୍ଦର ଗିରଫ, ପଟିଆଲା କ୍ୟାଣ୍ଟ୍ର ସୂଚନା ଦେଉଥିଲା ଦେବୀନ୍ଦର।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର


More Stories
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।