ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସ ନିକଟସ୍ଥ କଉଡ଼ିଆ ଛକ ପେଟ୍ରୋଲ ପମ୍ପ ଠାରେ ଦୂର୍ଘଟଣା ଘଟି ଜଣେ କଲେଜ ଛାତ୍ର ମୃତ I ସୂଚନା ଅନୁଯାଇ ବାଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନସ୍ତ ବେରୁଆଁ ବାଡ଼ି ଗ୍ରାମର ନିଲୁ ସ୍ୱାଇଁ ଙ୍କ ପୁତ୍ର ଅରୁଣ ସ୍ୱାଇଁ( ଅରୁ ) ୨୧ ବର୍ଷ,ବୁଧବାର ଏକ ମଟର ସାଇକେଲ ଯୋଗେ ଭୋର ୫ ଟା ସମୟରେ ଖୋର୍ଦ୍ଧା ର ଏକ ଘରୋଇ କଲେଜ ଏସିଆନ ସ୍କୁଲ ଅପ ଟେକନୋଲୋଜି ରେ ପରୀକ୍ଷା ଥିବାରୁ ଯାଉଥିବା ସମୟରେ ଉକ୍ତ ପେଟ୍ରୋଲ ପମ୍ପ ଠାରେ ଏକ ଗଛ ରେ ମାଡ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ କୁ ଖବର ଦେଇ ବାଣପୁର ହସ୍ପିଟାଲ କୁ ପଠାଇଥିଲେ ଡାକ୍ତର ସେଠାରେ ମୃତ୍ ଘୋଷଣା କରିଥିଲେ I ଯାହାକି ଅରୁ ଏକ ପରଉପକାରୀ ବନ୍ଧୁ ମିଳାପି ହୋଇଥିବାରୁ ସ୍ଥାନୀୟ ଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ପରିବାର ର ସମସ୍ତ ସଦସ୍ୟ ପୁଅ କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି I
ଗଛକୁ ପିଟିଲା ଗ୍ଲାମର ଗାଡି ଘଟଣା ସ୍ଥଳରେ କଲେଜ ଛାତ୍ରଙ୍କ ମୃତ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.