ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ
ସିଜିମାଳି ପାହାଡ ସମ୍ବିଧାନ ର ପଞ୍ଚମ ଅନୁବେଦ ଅଞ୍ଚଳଅଟେ।ଏହି ପାହାଡ ଆମକୁ ଜୌବିକ ବିବିଧତାରେ ପରିପୂର୍ଣ। ୨୦୨୩ ମସିହାରେ ବେଦାନ୍ତ କମ୍ପାନୀ ସିଜିମାଳି ଖଣି ଖନନ ପାଇଁ ଲିଜ ପାଇ ଥିବାବେଳେ ମାଟିଖୋଳି ଟ୍ରାନ୍ସପୋଟିଙ୍ଗ ପାଇଁ ଅନ୍ଦ୍ରାପ୍ରଦେଶର ମୈତ୍ରୀ କମ୍ପାନୀ ନାମକ ଏକ ଘରଇ ସଂସ୍ଥାକୁ ପ୍ରସ୍ତାନ୍ତର କରିଅଛି।୨୦୨୩ ମସିହା ମୌତ୍ରୀ ଓ ବେଦାନ୍ତ କମ୍ପାନୀ କୁ ସିଜିମାଳି ଅଞ୍ଚଳ ବାସି ଯରଜାର ବିରଧ କରି ଆସୁଛନ୍ତି।୨୦୨୩ ମସିହା ଅକ୍ଟବର ୧୬ ଓ ୧୮ ତାରିଖରେ ଅଞ୍ଚଳ ବାସି କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମ ପଞ୍ଚାୟତ ତ୍ରିନାଥ ଦେବ ଉଚ୍ଚ ବିଦ୍ୟାଳୟ ଓ ଥୁଆମୂଳରାମପୁର ଅନ୍ତର୍ଗତ କେରୂପାଇ ଗ୍ରାମ ପଞ୍ଚାୟତ ର ସିଜିମାଳି ବକ୍ସାଇଡ ଖଣିଖନନ ଜଣ ଶୁଣାନି କୁ ଜୋର ଜାର ବିରଧ କୋଲେ।କମ୍ପାନୀ ର ତା :- o୮/୧୨/୨୦୨୩ ତାରିଖ ରେ ମିଥ୍ୟା /ଜାଲିଆତି ଗ୍ରାମ ଶୋଭା କୁ ବିରଧ କରି ସତ ସତିକା ଗ୍ରାମ ଶୋଭା ଦଶଖଣ୍ଡ ଗ୍ରାମ ବାସି କରିଛନ୍ତି।ଏହାରି ଭିତରେ ସିଜିମାଳି ଅଞ୍ଚଳ ର ଆନ୍ଦଳନ କାରୀମାନଙ୍କୁ ମିଥ୍ୟା କେସ ରେ କାଶୀପୁର ଓ ଥୁଆମୂଳ ରାମପୁର ପୋଲିସ ଗିରଫ କରି ଅଞ୍ଚଳ ର ଅନେକ ନିରୀହ ଲୋକଙ୍କୁ ଜେଲ ରେ ଭର୍ତ୍ତୀ କରିସାରିଲାଣି।କାଶୀପୁର ପୋଲିସ ପ୍ରଶାସନ ସିଜିମାଳି ଅଞ୍ଚଳ ରେ କମ୍ପାନୀ ଗୁଣ୍ଡା ସାଜିଛି ତା :- ୩୧/୦୫/୨୫ ତାରିଖ ଦିନ ସରକାରୀ କର୍ମଚାରି ମାନେ ଭୋର ସଖାଳେ ସମୟ 4 ଟା ବେଳେ ସିଜିମାଳି ପାହାଡ଼ କୁ ଚଡ଼ିଥିବାବେଳେ ଆନ୍ଦଳନ କାରୀମାନେ ସିଜିମାଳି ପାହାଡ଼ ରେ ମଧ୍ୟ ଭାଗରେ ଅଟକାଇ ଥିବାବେଳେ କାଶୀପୁର ପୋଲିସ ଗୁଣ୍ଡା ଗିରି ସାମ୍ନା କୁ ଆସିଅଛି।ରାୟଗଡା ଓ କଳାହାଣ୍ଡି ପୋଲିସ ପ୍ରଶାସନ କମ୍ପାନୀ ର ଦଲାଲ ସାଜି ସିଜିମାଳି ଅଞ୍ଚଳ ବାସୀଙ୍କୁ ନାହିଁ ନୋ ଥିବା ଧମକ ଦେଉଛନ୍ତି ଏଂବ ଅଞ୍ଚଳ ବାସୀଙ୍କ ମା ଭଉଣୀ ଉପରେ ଅନ୍ୟାୟ ଅତ୍ୟାଚାର କରୁଛନ୍ତି।କାଶୀପୁର ପୋଲିସ ନାମ ରେ ସିଜିମାଳି ଏରିଆ ବାସି ଏମିତିକା ଅଭିଯୋଗ ଆଣିଛନ୍ତି।
ଆଉ କାଶୀପୁର ପୋଲିସ କଉଛନ୍ତି କି ଜେ ଆମେ ଜିଲ୍ଲାପାଳ ଆମେ ଜିଲ୍ଲା ପ୍ରଶାସନ। ସରକାର ଟିକେ ବୁଝିବା କୁ ପଡିବ ଜେ ଏ ପୋଲିସ ବାବୁ ମାନେ କେତେ ମାତ୍ରା ରେ ଠିକ କରୁଛନ୍ତି। ଏ ପୋଲିସ ବାବୁ ମାନେ ନ୍ୟାୟଦେବା ବଦଳରେ ଦଲାଲ ସାଜିଛନ୍ତି।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।