ଜଣେ ମହିଳାଙ୍କ ସମେତ ୫ଜଣ ଗିରଫ। ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଦୁଇଗୁଣା ଟଙ୍କା ଦେବାକୁ କହି ଠକୁଥିଲେ। ନୟାପଲ୍ଲୀର ଜଣେ ବ୍ୟକ୍ତିଙ୍କଠୁ ୬ ଲକ୍ଷ ଠକିଥିଲେ। ଭରତପୁର ଅଂଚଳର ଜଣଙ୍କଠାରୁ ସାଢେ ୬ଲକ୍ଷ ଠକେଇର ଉଦ୍ୟମ। ନୋଟ ବିଡ଼ାରେ ଟଙ୍କା ବଦଳରେ କାଗଜ ରଖୁଥିଲେ, ଠକେଇଦଳ। ଠକେଇ ଗ୍ୟାଙ୍ଗ ପାଖରୁ ୧ ଲକ୍ଷ ଟଙ୍କା, ୮ଟି ମୋବାଇଲ ଜବତ କରିଛି ପୋଲିସ। ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ ଅଭିଯାନରେ ବିଫଳ। ଭୁବନେଶ୍ବର ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ କରିଥିବା ଠକଦଳ ଗିରଫ। ଯାହା ପାଖରେ ୫ ଟଙ୍କିଆ ବହୁତ କଳାଧନ ଅଛି ତାକୁ ବଦଳାଇ ଦିଅନ୍ତୁ। ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ କହି ଠକୁଥିଲେ। ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଖାଉଥିଲେ। ଟଙ୍କା ବଣ୍ଡଲ ଉପରେ ଓ ତଳେ ଅସଲି ନୋଟ୍ ରହୁଥିଲା, ଭିତରେ ପେପର କଟିଂ ରଖି ଠକୁ ଥିଲେ, ଠକେଇଦଳ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l