
କଟକ ଜିଲ୍ଲାର (ଆମ ଓଡିଶା ଖବର )ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ଆଇସିସି ରିପୋର୍ଟ ଦେବାକଥା । ତେବେ କିଛି ମହାବିଦ୍ୟାଳୟ ଉକ୍ତ ନିର୍ଦ୍ଦେଶନାମାକୁ ପାଳନ କରିଥିବା ବେଳେ ପାଖାପାଖି ୨୧୦ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ଦାଖଲ କରିନାହାନ୍ତି ତେଣୁ ସେହି କଲେଜ କର୍ମଚାରୀ ମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗାମୀ ୨୪ ଘଣ୍ଟା ଭିତରେ ଆଇସିସି ରିପୋର୍ଟ ଦାଖଲ ନହୁଏ, ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ କଲେଜ ପ୍ରିନ୍ସିପାଲ ମାନଙ୍କୁ ସସ୍ପେଣ୍ଡ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ପସିଲା ଭିଜିଲାନ୍ସ।
କଟକର ପୂର୍ବତନ ଜିଲାପାଳ ଅଲୋଡ଼ା ହୋଇ ପଡିଲେ। ଯାହାଙ୍କର ଉଦ୍ୟୋଗରେ ଗଢି ଉଠିଥିଲା କଟକ ବାଲିଯାତ୍ରା।
ବାଡ ଯଦି ଫସଲ ଖାଇବ ତାକୁ ଜଗିବ କିଏ।