ଭୁବନେଶ୍ବର, ବାରମ୍ବାର ମୃତ୍ୟୁ ଖବର ପଦାକୁ ଆସୁଛି। କାହାକୁ ମାରି ଦିଆଯାଉଛି ତ କିଏ କାହାର ଚାପରେ ଆସି ରସି ଲଗାଇ ମରିଯାଉଛି। ମୃତ୍ୟୁ ଏକ ଚକ୍ରାନ୍ତ ଭିତରେ ଆଗେଇ ଚାଲିଛି। ପୋଲିସ ପ୍ରଶାସନକୁ ସାଧାରଣ ଜନତାଙ୍କ ଅନୁରୋଧ କଡା ପଦକ୍ଷେପର ଆବଶ୍ଯକ ହେଉଛି। ଯେପର୍ଯ୍ୟନ୍ତ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରା ନଯାଇଛି, ଏହିଭିଳି ମୃତ୍ୟୁର ବିଭୀଷିକା ବଢିବାରେ ଲାଗିଥିବ। ଏବେ ପୁଣି ସନ୍ଦେହ ଘେରରେ ମୃତ ଶରୀର,
ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀଙ୍କ ଘର ରାୟଗଡ଼ାରେ, +୩ ଛାତ୍ରୀ ଥିଲେ ଦିବ୍ୟାଙ୍ଗ ଯୁବତୀ। ନିଜର ରୋଜଗାର ପାଇଁ, ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.