ରିପୋର୍ଟ -ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :-ତା 29/9,(ଆମ ଓଡିଶା ଖବର )ନବରଙ୍ଗପୁର ଜିଲ୍ଲା, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ଅପରାହ୍ନ 4ଘଣ୍ଟା ସମୟରେ ପଞ୍ଚାୟତ ମିଟିଙ୍ଗ ହଲ ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟ କ୍ରମରେ ଚନ୍ଦାହାଣ୍ଡି ଓଆଇସି ପ୍ରଶାନ୍ତ କଲହାର୍ଷ ମୁଖ୍ୟ ଆଶନ ଅଳଙ୍କୃତ କରିଥିବା ବେଳେ ସମାଜସେବୀ ମନୋଜ କୁମାର ନେତାମ, ଗ୍ରାମ ପଞ୍ଚାୟତ ର ନାୟକ ସରପଞ୍ଚ ଦ୍ରୁପଦ କୁମାର ସାହୁ ମୁଖ୍ୟ ଅତିଥି ଆଶନ ଅଳଙ୍କୃତ କରିଥିବାବେଳେ ଚନ୍ଦାହାଣ୍ଡି ଏ. ଏସ. ଆଇ ବସନ୍ତ କୁମାର ସ୍ୱାଇଁ ଆମ ପୋଲିସ ସମିତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୱ ହଉଛି ଜନସାଧାରଣଙ୍କ ସହ ସୁସମ୍ପର୍କ ରହିବା ସହ ଜନସାଧାରଣ କିପରି ପୋଲିସ ଙ୍କୁ ସହଯୋଗ କରିପାରିବେ ଏବଂ ବାଲ୍ୟ ବିଭାହ କିଭଳି ରୋକାଯାଇପାରିବ, ଓ ଗାଡି ଚାଳନା ସମୟରେ ହେଲମେଟ ପିନ୍ଧି ଗାଡି ଚାଳନା କରିବା ଓଜଣା ବ୍ୟକ୍ତି ବିଷୟରେ ତାର ଗତିବିଧି ଉପରେ ଦୃଷ୍ଟି ଦେଇ ପୋଲିସ ଙ୍କୁ ଜଣେଇପା ଏପରି ଅନେକ ବିଷୟରେ ପୁଙ୍ଖାନୁପୁଙ୍ଖ ଓ ଅତି ସାଧାରଣ ଏବଂ ପ୍ରାଞ୍ଜଳ ଭାବରେ ସମସ୍ତ ଉପସ୍ଥିତ ଜନସାଧାରଣଙ୍କୁ ବୁଝେଇ ଥିଲେ |ଏହି କାର୍ଯ୍ୟକ୍ରମରେ ବଳିୟାରସିଂ ପୋଡ଼, ଅକ୍ଷୟ ଧୂରୁଆ, ଅବଦୁଲ ହମିଦ, ପଦ୍ମନ ସିହ୍ନ|, ବିଦ୍ୟାଧର ନେତାମ, ଯଶୋଦା ସୋରୀ, କସ୍ତୁରୀ ମାଝୀ, ସାବିତ୍ରୀ ଗୋପାଳ, ରୁକ୍ମଣୀ ବାଘ, କାମବାଇ ଗୋପାଳ, ଆଶାରାମ ଭଇଁଶାଲ, କମଳୁ ବିଶୀ, ଉଦଳୁ ନାୟକ, ବଳଭଦ୍ର ମାଝୀ, ଅମର ଟିକ୍ରିୟା, ଶୁକଚନ ନାୟକ, ଧନେଶ୍ୱର ମାଝୀ, ରତିରାମ ପୁଝାରୀ, ନିଶାରତ ଖାନ, ଅଜିମ ଖାନ, ଅମୀର ଖାନ, ଦେବରାଜ ସୁନାନୀ, ଗବର୍ଦ୍ଧନ ବିଶୀ, ଏବଂ ମାଆ ଶୋନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାଆ ମାନେ ମଧ୍ୟ ଉପସ୍ଥିତ ଥିଲେ ଶେଷରେ ଏଏସଆଇ ବସନ୍ତକୁମାର ସ୍ୱାଇଁ ନିଜ ଅଭି ଭାଷଣ ପରେ ସଭା କାର୍ଯ୍ୟଟିକୁ ସାଙ୍ଗ କରିଥିଲେ |


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.