ଚାନ୍ଦପୁର ଥାନା ଏରିଆର ଜାତୀୟ ରାଜପଥ ଯଥା ଗୈ।ରଚନ୍ଦ୍ରପୁର ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା , ଯେଉଁଠାରେ ଜଣେ ମହିଳା ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଭୁବନେଶ୍ୱର ରୁ ବାଣପୁର ଯାଉଥିବା ଏକ ଅଟୋରିକ୍ସା କୁ ଧକ୍କା ଦେଲା ଏକ ଟ୍ରକ , ଧକ୍କା ପରେ ପଲଟି ମାରିଲା ଅଟୋରିକ୍ସା ଆଉ ଏହି ଅଟୋରିକ୍ସା ରୁ ଛିଟିକି ପଡିଲେ ମହିଳା ଯାତ୍ରୀ , ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତା ଜଣକ ହେଉଛନ୍ତି ବାଣପୁର ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଟୋରିକ୍ସା କୁ ଧକ୍କା ଦେଲା ଟ୍ରକ , ମହିଳା ଯାତ୍ରୀ ଙ୍କର ମୃତ୍ୟୁ


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।