ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ରାଜ୍ୟ ବ୍ୟାପି କିଛି ଦିନ ହେବ ଲଗାଣ ବର୍ଷା ହେବା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ଦେଖିବକୁ ମିଳିଛି ।ସେହିଭଳି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ସ୍କୁଲ ଘର ଲଗାଣ ବର୍ଷାରେ ପଖା ପାଖି 4 ଶହରୁ ଉର୍ଦ୍ଧ୍ବ ସ୍କୁଲ ଛାତ ପାଣି ଘଳୁଛି ପ୍ରଭାବିତ ହେଇଛନ୍ତି । ଛାତ୍ର ଛାତ୍ରୀ ଏନେଇ ଉକ୍ତ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଅଶୋକ ମଲିକ ସାମ୍ବାଦିକ ଫିଲିପ କୁମାର ଦିଗାଲ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ମଲିକ ସାମ୍ବାଦିକ ତାପସ କୁମାର ନାୟକ ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା R I E ଙ୍କ ସହ ଯୋଗାଜଗ କରିବା ସହିତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପରେ ମିଡ଼ିଆକିଆ ପଞ୍ଚାୟତ ବରିକିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମିଳିଲା ପଲିଥିନ ପାଲ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମସ୍ୟା ସମାଧାନ ହେଇ ଥିବାରୁ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଦାସ ଏବଂ ସ୍କୁଲ ସଭାପତି ଶ୍ରୀ ଅନାଥ ମଲିକ ଧନ୍ୟବାଦ ଜଣାଇଛନ୍ତି l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ