ରିପୋର୍ଟ :ଫିଲିପ କୁମାର ଦିଗାଲ ଙ୍କ
ବାଲିଗୁଡା :ତା 24.7.23 ଆଙ୍କର ପନ୍ଦର ଦିନ ହେବ ଗାଁ ଅନ୍ଧାର ଗାଁ ରେ ବିଜୁଳି ନାହିଁ l ଏହିଭଳି ଅଭିଯୋଗ ନେଇ ବାଲିଗୁଡ଼ା ଟlଟା ବିଦ୍ୟୁତ୍ ଅଫିସ ଘେରିଲେ ଗ୍ରାମବାସୀ l ସୂଚନା ପ୍ରକାରେ ଗଛଡାଳ ପଡ଼ି ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ଏକ ଗୋରୁ ର ମୃତ୍ୟୁ ହୋଇଥିଲା ଏହା ପରଠାରୁ ଗାଁ ରେ ବିଦ୍ୟୁତ୍ ନାହିଁ l ଫୋନ କଲେ ଅଫିସର କିମ୍ବା କର୍ମଚାରୀ ଫୋନ ଉଠାଉନଥିବା ଅଭିଯୋଗ ହେଉଛି l କରେଣ୍ଡ ବିଲ ଆଦାୟ କରି ଗ୍ରାମବାସୀ ଙ୍କୁ ଉତ୍ତମ ସେବା ଯୋଗାଉନଥିବା ଅଭିଯୋଗ କରିଛନ୍ତି କ, ନୂଆଗାଁ ବ୍ଲକ୍ ଯାନାଗାଇଲ ଗ୍ରାମବାସୀ ଆଜି ଅପରାହ୍ନ ରେ ଆସି ଘେରିଛନ୍ତି l ଦୀର୍ଘ ପନ୍ଦର ଦିନ ହେବ ଗାଁ ରେ ବିଦ୍ୟୁତ୍ ନଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି ଏନେଇ ଟାଟା ବିଦ୍ୟୁତ୍ କାର୍ଯ୍ୟାଳୟ ର ଯନ୍ତ୍ରୀ ସଂଗ୍ରାମ କେଶରୀ ସାହାଣୀ ପ୍ରତିକ୍ରିୟା ରେ କହିଛନ୍ତି ଖୁବ୍ ଶୀଘ୍ର ସମସ୍ୟା ର ସମାଧାନ କରାଯିବ ଅଭିଯୋଗ ବ୍ୟକ୍ତି ରୋହିଣୀ ପାତ୍ର ଗ୍ରାମବାସୀ 2 ସୁଗ୍ରୀବ ବେହେର ଦଳାଇ 3 ସଂଗ୍ରାମ କେଶରୀ ସାହାଣୀ କନିଷ୍ଠ ଯନ୍ତ୍ରୀ l
ଅନ୍ଧାର 15ଦିନ ହେବ ଗାଁ ରେ ବିଜୁଳି ନାହିଁ, ଟା ଟା ପାୱାର ବିଦ୍ୟୁତ୍ ଅଫିସ କୁ ଘେରିଲେ ଗ୍ରାମବାସୀ l

More Stories
ରାୟଗଡାରେ ଆଉ ଜଣେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନବୀନ ଚନ୍ଦ୍ର ନlୟକ, ଙ୍କ ଯୋଗଦାନ l
ରାୟଗଡା,ଜିଲ୍ଲାପାଳ ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ l
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬- ସଚେତନତା ଶିବିର