ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କ.ନୂଆଗାଁ ୦୩/୦୭- କ.ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବନ ମହୋତ୍ସବ ସପ୍ତାହ,୨୦୨୩ ଉପଲକ୍ଷେ ଏକ ଚାରା ବିତରଣ କେନ୍ଦ୍ର ର ଉଦ୍ଘାଟନ କରାଯାଇଛି। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ କ. ନୂଆଗାଁ ଆଇଆଇସି କୁମର ମୁଦୁଲି ଚାରା ବିତରଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହା ବ୍ୟତୀତ ସମାରୋହ ରେ କ.ନୂଆଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ ବେହେରା, ବନପାଳ ଶ୍ରୀ ସୁଶାନ୍ତ ବୈଶାଖୀ, ବେସରକାରୀ ସଂସ୍ଥା ପ୍ରଦାନ ତରଫରୁ ବ୍ଲକ୍ ସଂଯୋଜକ ଶ୍ରୀ ଭକ୍ତ ଚରଣ ବେବର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦାନ କରିଥିଲେ। ଏହି ଅବସର ରେ ଶ୍ରୀ ପ୍ରଦୀପ ବେହେରା କହିଥିଲେ ଯେ ବୃକ୍ଷ ରୋପଣ ଏକ ମହତ୍ କାର୍ଯ୍ୟ ଏବଂ ଏହି ବର୍ଷ ଆମେ ନୂଆଗାଁ ବନାଞ୍ଚଳ ରେ ଅଧିକ ରୁ ଅଧିକ ବୃକ୍ଷରୋପଣ କରିବୁ ବୋଲି କହିଛନ୍ତି। କ ନୂଆଗାଁ ବନା ଅଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ବେହେରା



More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l