ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ପାନୀୟ ଜଳ ନିମନ୍ତେ ରାଜ୍ୟ ସରକାର ଯଥେଷ୍ଟ ଯତ୍ନବାନ ଓ ତତ୍ପର ହୋଇ ବସୁଧା ଯୋଜନା ପ୍ରଣାୟନ କରିଥିବା ବେଳେ ବାଲିଗୁଡ଼ା ବ୍ଲକ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ବରିକିଆ କିନ୍ତୁ ବିଭାଗୀୟ ଯନ୍ତ୍ରୀ ଙ୍କ ଦ୍ୱରା ଏହା ସ୍ୱଚ୍ଛଉପହାସ ପାଲିଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ମିଡ଼ିଆ କିଆ ଗ୍ରାମ ପଞ୍ଚାୟତ ବରିକିଆରେ ନିରୀହ ଆଦିବାସୀ ଦଳିତ ପରିବାର ଦୁଇ ସହ ରୁ ଉର୍ଦ୍ଧ ପରିବାର ବାସ କରୁଛନ୍ତି ସରକାରଙ୍କୁ ପ୍ରତିବାଦ କରିବାର ସାହାରାହା ନପାଇ ପାନୀୟ ଜଳ ଟୋପାଏ ପାଇଁ ହନ୍ତ ସନ୍ତ ହେଉଛନ୍ତି ଜନତା ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଗୋଷ୍ଟି ଉନ୍ନୟନ ଅଧିକାରୀ ଉପ ଜିଲ୍ଲାପାଳ ତଥା ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ବର୍ଷ ତମାମ ଅଭିଯୋଗ କରି ମଧ୍ୟ କେବଳ ପ୍ରତିଶୃତି ମିଳିଆସୁଛି ସରପଞ୍ଚ ଶ୍ରୀ ଅଶୋକ ମଳିକ ସାମ୍ବାଦିକ ଫିଲିପ କୁମାର ଦିଗାଲ ଜିଲ୍ଲାପାଳ ଙ୍କୁ ପାନୀୟ ଜଳ ସମସ୍ୟା ଜଣାଇ ଥିଲେ ମଧ୍ୟ ମିଡ଼ିଆ କିଆ ପଞ୍ଚାୟତ ବରିକିଆ କୁ କାହିଁ କି ଅଣଦେଖା କରୁଛନ୍ତି ଗୋଷ୍ଟି ଉନୟନ ଅଧିକାରୀ ଏବଂ RWSS ପାନୀୟ ଜଳ ସୁଭିଧା ନକଲେ ଆଗାମୀ ଦିନରେ ବରିକିଆ ଗ୍ରାମ ବାସୀ ବ୍ଲକ କାର୍ଯ୍ୟଳୟ କୁ ଧରଣା ଦେବା ନିମନ୍ତେ କହି ଛନ୍ତି ଶ୍ରୀକାନ୍ତ ମଲିକ ୱାର୍ଡ ମେମ୍ବର ଅନାଥ ମଲିକ ନମେଶ୍ୱର ମଲିକ ପୂର୍ଵତନ ସମିତି ସଭ୍ୟ ଶ୍ରୀ ଯୋହନ ଦିଗାଲ


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।