ରିପୋର୍ଟ :ଫିଲିପ କୁମାର ଦିଗାଲ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ରେ ଆଜି ତିନି ଠାକୁରଙ୍କ ଦର୍ଶନ ଦେବସ୍ନାନ ପୁର୍ଣିମା ପରେ ଜରରେ ପଡ଼ିଥିଲେ l ଏହାପରେ ଆଜି ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ନବ ଯୌବନ ଦର୍ଶନ ଦେଇଛନ୍ତି ସକାଳ ଆଳତା ଓ ପୂଜାର୍ଶନା ପରେ ଏହି ଦର୍ଶନ ଦେଇଥିଲେ ଏହି ନବଯୌବନ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ଓ ଠାକୁରଙ୍କୁ ନିଜର ମଙ୍ଗଳ କାମନା ନିମନ୍ତେ ଅପେକ୍ଷା କିଛି ସମୟ ପରେ ତିନି ରଥ ରେ ତିନି ଠାକୁର ମାଉସୀ ଙ୍କ ଘରକୁ ଯିବେ ବୋଲି କହିଛନ୍ତି ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପରିଚାଳକ ସଭାପତି ଶ୍ରୀ, ଶ୍ରୀ ନିବାସ ପାତ୍ର, ଲୁକନାଥ ପାଡ଼ି, ଅବନି କାନ୍ତ ରଥ, ରାଜକିଶୋର ପାଡ଼ି, ସହିତ ଅନେକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l