ରିପୋର୍ଟ :ଫିଲିପ କୁମାର ଦିଗାଲ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ରେ ଆଜି ତିନି ଠାକୁରଙ୍କ ଦର୍ଶନ ଦେବସ୍ନାନ ପୁର୍ଣିମା ପରେ ଜରରେ ପଡ଼ିଥିଲେ l ଏହାପରେ ଆଜି ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ନବ ଯୌବନ ଦର୍ଶନ ଦେଇଛନ୍ତି ସକାଳ ଆଳତା ଓ ପୂଜାର୍ଶନା ପରେ ଏହି ଦର୍ଶନ ଦେଇଥିଲେ ଏହି ନବଯୌବନ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ଓ ଠାକୁରଙ୍କୁ ନିଜର ମଙ୍ଗଳ କାମନା ନିମନ୍ତେ ଅପେକ୍ଷା କିଛି ସମୟ ପରେ ତିନି ରଥ ରେ ତିନି ଠାକୁର ମାଉସୀ ଙ୍କ ଘରକୁ ଯିବେ ବୋଲି କହିଛନ୍ତି ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପରିଚାଳକ ସଭାପତି ଶ୍ରୀ, ଶ୍ରୀ ନିବାସ ପାତ୍ର, ଲୁକନାଥ ପାଡ଼ି, ଅବନି କାନ୍ତ ରଥ, ରାଜକିଶୋର ପାଡ଼ି, ସହିତ ଅନେକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l