ବାଲିଗୁଡା ଥାନା ଅଧିକାରୀ.ବାବା ଶଙ୍କର ସରାଫ.ସବୁବେଳେ ନିଜକୁ ଲୋକମାନଙ୍କ ସେବାରେ ନିୟୋଜିତ କରୁଥିବା ଗୋଟିଏ ସରଳ ମଣିଷ l ସବୁ ଜାଗାରେ ଲୋକଙ୍କର ସେବାରେ ଆଗେଇ ଜାଆନ୍ତି ତେଣୁ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଟୁ ଆରମ୍ଭ କରି ତୁମୁଡ଼ିବନ୍ଧ ବାଲିଗୁଡ଼ା ଦାରିଙ୍ଗିବାଡ଼ି ପର୍ଯ୍ୟନ୍ତ ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେଥିପାଇଁ ପ୍ରତ୍ୟକ ଲୋକ ବାବା ଶଙ୍କର ସରାଫ ଙ୍କୁ ମନ ଇଚ୍ଛା ଭେଟି ବା ପାଇଁ ଆଗ୍ରହ ପ୍ରକାଶ କରନ୍ତି l ଏମିତି ଅନେକ କିଛି କଥା ରହିଛି ତାଙ୍କ ଜୀବନରେ ଏମିତି ପୋଲିସ ଅଧିକାରୀ ଙ୍କୁ ଆମେ ପାଇ ବହୁତ ଖୁସି l ରଥ ଯାତ୍ରା ଉପଲକ୍ଷେ ଅଭିନନ୍ଦନ ପବିତ୍ର ରଥ ଯାତ୍ରା ଉପଲକ୍ଷେ ବାଲିଗୁଡ଼ା ବ୍ଲକ ର ସମସ୍ତ ଜନ ସାଧାରଣ ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା (ଜୟ ଜଗନ୍ନାଥ )



More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l