ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ l
ଗୋଟିଏ ସପ୍ତାହ ହେଲା ଅନ୍ଧାର ଘେରରେ ବୁଡ୍ରକିଆ ଗ୍ରାମ ପଞ୍ଚାୟତ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବୁଡ୍ରକିଆ ଗ୍ରାମ ପଞ୍ଚାୟତ ଦୃଶ୍ୟ ଲଗାଣ ବର୍ଷା ରହି ଥିବା ବେଳେ ସରକାରୀ ଆଶ୍ରମ ବିଦ୍ୟାଳୟ ବୁଡ୍ରକିଆ ଛାତ୍ର ଛାତ୍ରୀ ଅନ୍ଧାର ଘେରରେ ନା ପାଠ ପଢ଼ିପାରୁଛନ୍ତି ନା ପିଇବା ପାଣି ନା ପାଉଛନ୍ତି ବିଦ୍ୟୁତ ଗୋଟିଏ ସପ୍ତାହ ହେଲା ବିଦ୍ୟୁତ ନାହିଁ ଯାହାରୀ ଫଳରେ ଆଶ୍ରମ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଭୟଭିତରେ l ଖାଲି ସେଥିକି ନୁହେଁ 10 ଖଣ୍ଡ ଗ୍ରାମ ବାସୀ ଅନ୍ଧାର ଘରେ ଦିନ ବିତାଉଛନ୍ତି କଣ କରୁଛନ୍ତି ବିଦ୍ୟୁତ କର୍ମଚାରୀ କାହିଁକି କାର୍ଯ୍ୟ କାରୀ ହେଇ ପାରୁନି ପଚାରି ବୁଝିଲେ ଉତ୍ତର ମିଳି ପାରୁନି ବିଦ୍ୟୁତ ବାକିଆ ନେଲା ବେଳେ ନେଇ ଯାଉଛନ୍ତି ହେଲେ ବିଦ୍ୟୁତ ଜୋଗାଇ ପାରୁ ନାହାଁନ୍ତି ଟାଟା ବିଜୁଳି ବିଭାଗ କେବେ ଜଳିବ ବିଜୁଳି ଆଲୁଅ ଏନେଇ ଅପେକ୍ଷା ରେ ଆଶ୍ରମ ଅନ୍ତେବାସୀ ଏବଂ ଗ୍ରାମ ବାସୀ ବିଦ୍ୟୁତ ନଆସିଲେ ଆଗାମୀ ଦିନରେ କାର୍ଯ୍ୟଳୟ କୁ ତାଲା ପକାଇବା ନିମନ୍ତେ ନିଷ୍ପତି ନେଇ ଛନ୍ତି ଗ୍ରାମ ବାସୀ l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।