ବାଣପୁର ମୁକ୍ତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ହେବ ସୌନ୍ଦର୍ଯ୍ୟ କରଣ ।ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୬କୋଟି ୫୪ଲକ୍ଷ ଟଙ୍କା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୪କୋଟି ୪୯ ଲକ୍ଷ ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ୨୦୪ଟି ମିସନ ଶକ୍ତିର ମା,ମାନେ ଉପକୃତ ହୋଇପାରିବେ । ଏଥି ନିମନ୍ତେ ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶୁକାନ୍ତି ପାଇକରାୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାର୍ଯ୍ୟକୁ ତଦାରଖ କରି ଭିଡିଓ କନଫରେନସ ମାଧ୍ୟମରେ ମାନ୍ୟବର ୫ଟି ସେକ୍ରେଟାରୀ ଙ୍କୁ ଅନୁରୋଧ କରିଥିଲେ !!




More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l