ବାଣପୁର ମୁକ୍ତା ଯୋଜନାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ହେବ ସୌନ୍ଦର୍ଯ୍ୟ କରଣ ।ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୬କୋଟି ୫୪ଲକ୍ଷ ଟଙ୍କା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ୪କୋଟି ୪୯ ଲକ୍ଷ ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ବାଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ୨୦୪ଟି ମିସନ ଶକ୍ତିର ମା,ମାନେ ଉପକୃତ ହୋଇପାରିବେ । ଏଥି ନିମନ୍ତେ ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶୁକାନ୍ତି ପାଇକରାୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାର୍ଯ୍ୟକୁ ତଦାରଖ କରି ଭିଡିଓ କନଫରେନସ ମାଧ୍ୟମରେ ମାନ୍ୟବର ୫ଟି ସେକ୍ରେଟାରୀ ଙ୍କୁ ଅନୁରୋଧ କରିଥିଲେ !!




More Stories
ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ଖବରଦାତା
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।