( ବ୍ୟୁରୋ ରିପୋର୍ଟ )
ବାଣପୁର :ଖୁର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ତ କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ବିଶ୍ୱନାଥ ମୁଦୁଲି ନିଜ ବିଲରେ କାମକରୁଥିବା ବେଳେ ଦିବା 5 ଘଂଟିକା ସମୟରେ ବଜ୍ରପାତ ହୋଇଥିଲା, ବିଶ୍ୱନାଥ ସେଠାରେ ତଳିପଡିଥିଲେ.ଉକ୍ତ ସମୟରେ ପାଖ ଗ୍ରାମର ଲୋକ ମାନେ ହଜ ଗ୍ରାମକୁ ଖବର ଦେବାପରେ ଉକ୍ତ ଗ୍ରାମର କିଛି ଯୁବକ ଆସି ବିଶ୍ୱନାଥ ଙ୍କୁ ବାଣପୁର ଡାକ୍ତର ଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସୂଚନା ମିଳିଛି I


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।