( ବ୍ୟୁରୋ ରିପୋର୍ଟ )
ବାଣପୁର :ଖୁର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ତ କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ବିଶ୍ୱନାଥ ମୁଦୁଲି ନିଜ ବିଲରେ କାମକରୁଥିବା ବେଳେ ଦିବା 5 ଘଂଟିକା ସମୟରେ ବଜ୍ରପାତ ହୋଇଥିଲା, ବିଶ୍ୱନାଥ ସେଠାରେ ତଳିପଡିଥିଲେ.ଉକ୍ତ ସମୟରେ ପାଖ ଗ୍ରାମର ଲୋକ ମାନେ ହଜ ଗ୍ରାମକୁ ଖବର ଦେବାପରେ ଉକ୍ତ ଗ୍ରାମର କିଛି ଯୁବକ ଆସି ବିଶ୍ୱନାଥ ଙ୍କୁ ବାଣପୁର ଡାକ୍ତର ଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସୂଚନା ମିଳିଛି I


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.