ବାଲୁଗାଁ :ଭେଙ୍କେଟେଶ୍ୱର ବିଦ୍ୟାଳୟ ବାଲୁଗାଁ ବାଣପୁର ସ୍ୱଛତା ପଖୱାଡ କାର୍ଯ୍ୟକ୍ରମ. ଅନ୍ତର୍ଗତ ବିଦ୍ୟାଳୟ ର ପ୍ରାୟ ଶତାଧିକ ଛାତ୍ର ଛାତ୍ରୀ ବାଲୁଗାଁ ଓ ବାଣପୁର ଅଞ୍ଚଳର ବିଭିନ୍ୟ ସ୍ଥାନକୁ ପରିଷ୍କାର କରିବା ସହିତ ରାଲି ମାଧ୍ୟମରେ ସାଧାରଣ ଜାଗରଣ ସୃଷ୍ଟି ପ୍ରଚେଷ୍ଟା କରିଥିଲେ,ବାଣପୁର ମା ଭଗବତୀ ଙ୍କ ପୀଠ ଠାରୁ ଆରମ୍ଭ କରି ପଲଟନ ପଡିଆ କୋର୍ଟ ତଥା ତହସିଲ ଅଫିସ ବଡହନ୍ତୁଆଡ଼ ଦେଇ ବାଲୁଗାଁ ଚିଲିକା କୂଳରେ ରାଲି ସମାପ୍ତ ହୋଇଥିଲା, ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧକ୍ଷ ଶ୍ରୀ ରାମଚନ୍ଦ୍ର ଶାସମଲ ସଭାପତି ଶ୍ରୀ ରଂଜିତ କୁମାର ପ୍ରଧାନ ଓ ସମ୍ପାଦିକା ଶ୍ରୀମତୀ ସସ୍ମିତା ପ୍ରଧାନ ପରିଚାଳନା କରିଥିଲେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ବାଲୁଗାଁ ଡାକ୍ତରଖାନା ପୋଲିସ ଭଗବତୀ ମନ୍ଦିରର କାର୍ଯ୍ୟକାରୀ ଅଧକ୍ଷ ଓ ବାଲୁଗାଁ କଲେଜ ର ସମସ୍ତ ଶିକ୍ଷାର୍ତି ବାହିନୀ ସମ୍ପୂର୍ଣ ସହଯୋଗ ପ୍ରଦାନ କରିଥିଲେ, ଏହି ଅଞ୍ଚଳର ବିଭିନ ବର୍ଗର ଲୋକମାନେ ପିଲାମାନଙ୍କୁ ଉଷ୍ରାହିତ କରିଥିଲେ l
ଭେଙ୍କେଟେଶ୍ୱର ବିଦ୍ୟାଳୟ ବାଲୁଗାଁ ବାଣପୁର ସ୍ୱଛତା ପଖୱାଡ କାର୍ଯ୍ୟକ୍ରମ ଅନୁଷ୍ଠିତ l

More Stories
ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ l
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l