ବାଲୁଗାଁ 🙁 ଆମ ଓଡ଼ିଶା ଖବର )ଆଜି ଓଡିଶା ସରକାର ଙ୍କ ହାଉସ ଆଣ୍ଡ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା ର ଆୟୋଜିତ ହେଇଥିଲା. ଏହି ସଭା ରେ ବାଲୁଗାଁ ଏନଏସି ଅଦକ୍ଷ୍ୟା ଶ୍ରୀମତୀ ସୁକାନ୍ତି ପାଇକରାୟ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ,

ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ଶ୍ରୀ ଜୟନ୍ତ ସ୍ୱାଇଁ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ଅନିତା ସ୍ୱାଇଁ ଏବଂ ଏନଏସି ର, ଅନ୍ୟ କାଉନସିଲର,ସମସ୍ତ ସଦସ୍ୟ, ସଫେଇ କର୍ମଚାରୀ ଉପସ୍ଥିତ ଥିଲେ.. ସମସ୍ତ ସଫେଇ କର୍ମଚାରୀ ଙ୍କ ଦ୍ୱାରା ବାଲୁଗାଁ ଏନଏସି ଆଜି ସ୍ୱଚ୍ଛ ଓ ସୁନ୍ଦର ରେ ପରିଣତ ହେଈଛି. ସମସ୍ତ ସଫେଇ କର୍ମଚାରୀ ଙ୍କୁ ଧନ୍ୟବାଦ ଦେବା ସହ ବାଲୁଗାଁ ଏନଏସି ଆଘ କୁ କିପରି ଅଧିକ ସ୍ୱଚ୍ଛ ଓ ସୁନ୍ଦର ହେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ l


More Stories
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.
ଆଇଆଇଟି ଭୁବନେଶ୍ୱରରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟୀକରଣ ଏବଂ ଷ୍ଟାର୍ଟ-ଅପ ବିକାଶ ଉପରେ ଅଧିବେଶନ l