ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବାଁଲୋଇ ଗ୍ରାମରେ ବଡ ଧୂମଧାମ ରେ ପାଳନ ହୋଇଛି
ପବିତ୍ର ମକର ମେଳା ଉତ୍ସବ, ଏହି ମକର ମେଳା ପୂର୍ବ ପରମ୍ପରା ରୁ ହୋଇଆସୁଥିବାବେଳେ ଦୀର୍ଘ ତିରିଶ ବର୍ଷ ହେବ ଉତ୍ସବ ବନ୍ଦ ଥିବା ବେଳେ ପୁଣି ପୁନର୍ବାର ପବିତ୍ର ମକର ମେଳା ଉତ୍ସବ ଆରମ୍ଭ ହୋଇଅଛି l
ବିଜେପିର ବରିଷ୍ଠ ନେତା ଶ୍ରୀ ପୃଥ୍ୱୀରାଜ ହରିସଚନ୍ଦନ ,ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଥିଲେ ଏଇ ଅବସରରେ ବାଁଲୋଇ ଗ୍ରାମ ଆଖପାଖ ଆଞ୍ଚଳରୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଏହି ମକର ମେଳାରେ ସାମିଲ ହୋଇ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.