ଆଜି ବାଣପୁର ରେ ଏକ ସମାବେଶରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତାହତ ହୋଇଥିବା ଆତ୍ମାର ସଦଗତି ନିମନ୍ତେ ସମୂହ ପାର୍ଥନା ହୋଇଥିଲା ମା ଭଗବତୀ ଙ୍କ କୃପାରୁ ସମସ୍ତ ବାଣପୁର ବାସୀ ଶାନ୍ତିରେ ବାସ କରନ୍ତୁ ବୋଲି ବାବା ବଳିଆ ପ୍ରବୋଚନ ମାଧ୍ୟମରେ ଆଶିଷ ପ୍ରଦାନ କରିଥିଲେ ପିତାମାତା ଙ୍କୁ ଭକ୍ତି କରିବାସହ ବୃକ୍ଷ ରୋପଣ ପ୍ରତି ସମସ୍ତେ ଉଦ୍ୟମ କରିବା ପାଇଁ ଅନୁରୋଧ କରିଥିଏ ଏ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ !!
ବାଣପୁର ମା ଭଗବତୀ ଙ୍କ ପୀଠରେ ବାବା ବଳିଆଙ୍କ ପାର୍ଥନା !!


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।