ବାଣପୁର: ଖୋର୍ଦ୍ଧା ଜିଲ୍ଲା ଆଜି ବାଣପୁର ପୋଲିସ ପ୍ରେସମିଟ ରେ ଖୁଲାସା କରିଛି ଅଚିନ୍ହା ମହିଳାଙ୍କ ହତ୍ୟାକାରୀ ଗତ ତା.09/07 ତାରିଖ ରବିବାର ଦିନ ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ଜବତ କରିଥିଲା ବାଣପୁର ପୋଲିସ ।ସୂଚନା ମୁତାବକ ବାଣପୁର ତହସିଲ ରୋଡ ଗାଲୁଆ ଛକ ନିକଟରେ ଏକ ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ସଙ୍ଗେ ସଙ୍ଗେ ବାଣପୁର ପୋଲିସ କୁ ଖବର ଦେଇଥିଲେ। ଅଚିହ୍ନା ମୃତ ମହିଳାଙ୍କ ଗର୍ଦ୍ଧନ ଓ ଶରୀରର ବିଭିନ୍ନ ଜାଗାରେ ରେ ଗଭୀର କ୍ଷତ ଥିବାରୁ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବାର ସନ୍ଦେହ ହେଉଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଘଟଣାସ୍ଥଳ ପାଖ ଏକ ଦୋକାନର ଲାଗିଥିବା ସିସି ଟିଭି ଯାଞ୍ଚ କରିଥିଲା ପୋଲିସ ସିସି ଟିଭିରୁ ସ୍ପଷ୍ଟ ଜଣାପଡୁଥିଲା ସେହିଦିନ ରାତ୍ର 1.18 ମିନିଟ ସମୟରେ କେହିଜଣେ ଦୁର୍ବୁତ୍ତ ଖଣ୍ଡା ସାହାଯ୍ୟରେ ଅଳିଆ ଗଦାରେ ବସିଥିବା ପାଗେଲିକୁ ଛଥର ଚୋଟ ପକାଇ ହାଣି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୁତ୍ତ l ଦୁଇଦିନ ପୁର୍ବରୁ ଘଟଣାରେ ବ୍ୟବହୁତ ହୋଥିବା ଅସ୍ତ୍ର ପୋଲିସ ପାଇଥିବା ବେଳେ ଆଜି ସମୃକ୍ତ ହତ୍ୟାକାରୀ, ଚୈତନ୍ୟ ନାୟକ @ରବି (30)ଗିରଫ କରିଛି ପୋଲିସ, ଚୈତନ୍ୟ ର ଘର ବଡହନ୍ତୁଆଡ 11ନମ୍ବର ୱାର୍ଡ ର ବାସିନ୍ଦା, ବାଣପୁର ଥାନା କେସ ନମ୍ବର=275/23 ରେ ମାମଲା ରୁଜୁ କରି ଅଭଯୁକ୍ତକୁ କୋର୍ଟ ଚାଲାଣ କରିଛି l
ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦାଫାଶ କଲା ବାଣପୁର ପୋଲିସ l


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net