ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ଦିନ ସକାଳ ଠିକ୍୧୦.୧୭ ମିନିଟ ସମୟରେ ଜିଲ୍ଲା ସଦର ମହକୁମାର ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ପାଳନ ଅବସରରେ ବିଜେପି ର ସେବା ସପ୍ତାହ ଉପଲକ୍ଷେ ଏକ ରକ୍ତଦାନ ଶିବିର ଜିଲ୍ଲା ସଦର ମହକୁମା ଡାକ୍ତର ଖାନ। ରକ୍ତ ଭଣ୍ଡାର ଠାରେ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଲୋକସଭା ପ୍ରବାସ ଯୋଜନା ର ପ୍ରଭାରୀ ଶ୍ରୀ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ
ଆଜି ୨୭ ଜଣ ବ୍ୟକ୍ତି ଦଳୀୟ କର୍ମକର୍ତ୍ତା ପ୍ରମୁଖ ରକ୍ତ ଦାନ କରିର୍ଥିଲେ ।ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଦିନ ୧୧.୨୭ ମିନିଟ ସମୟରେ ବୁଥ ସଶକ୍ତି କରଣ ଅଭିଯାନ ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତି ତ୍ୱ ରେ ।
ଆଜିର ଏହି କର୍ମଶାଳା ରେ ରାଜ୍ୟ ବିଜେପି ତରଫରୁ ଶ୍ରୀ ନିରଞ୍ଜନ ମିଶ୍ର ଓ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ୍ କରି ବୁଥ ସଶକ୍ତି କରଣ କର୍ମଶାଳା ରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରି ସତ୍ୟପାଜ୍ କରିବା ସହିତ ମୋ ବୁଥ ମଝବୁଥ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।ବିଶେଷ କରି ଆଜିର ଏହି କର୍ମଶାଳା ରେ ଜିଲ୍ଲା ବିଜେପି କମିଟି ସଦସ୍ୟ ସଦସ୍ୟା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ ଙ୍କ ସହିତ ବିଧାନ ସଭା ର ପ୍ରଭାରୀ ଓ ସଂଯୋଜକ , ବିସ୍ତା ରକ୍ ଓ ଦଳୀୟ ପଦାଧିକାରୀ ଯୋଗ ଦାନ କରିଥିଲେ
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ସର୍ବଶ୍ରି ବିପ୍ର ଚରଣ ମହାନ୍ତି, ଜନେହି ଚରଣ ଡ।ଙ୍ଗ, ସୁଶାନ୍ତ ପ୍ରଧାନ, ଜଗନାଥ ସାହୁ,
ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ ବାଘ, ମନ ରଞ୍ଜନ ଦାସ, ନମିତା ରାଣୀ ଦାସ , ରଶ୍ମିତା ହୋତା, ଶ୍ୟାମ ସୁନ୍ଦର ପୁରୋହିତ , ସୂର୍ଯ୍ୟ ନାରାୟଣ ମହାପାତ୍ର, ରାକେଶ କୁମାର ତ୍ରିପାଠୀ, ଯୁଗଳ କିଶୋର ସାମଲ ଶିଶିର କୁମାର ଘୋଷ , ମାଗୁଣି ଗାଈ ଗୌରୀ ଆ, ରାଜ କୁମାର ମେହେର, ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ, ଅଟଳ ପ୍ରଧାନ , ନଅ ଜଣ ମଣ୍ଡଳ ସଭାପତି, ଦୁଇ ଜଣ ବିଧାନ ସଭା ବିସ୍ତ।ରକ ,ଙ୍କ ସହିତ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଯୋଗଦାନ୍ କରିଥିଲେ l


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.