ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :08/08. ରାଷ୍ଟୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାଣକ୍ୟ ପ୍ରଭାତ ଶାଖା ସୁରୁଣ୍ଡିର ସ୍ୱୟଂ ସେବକ ସଂଘ ଆନୁକୂଲ୍ୟରେ ସୋମବାର ଦିନ ପରିବେଶ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଚାଣକ୍ୟ ପ୍ରଭାତ ଶାଖାର ମୁଖ୍ୟ ଶିକ୍ଷକ ସର୍ବେଶ୍ୱର କ୍ଷେତ୍ତି, ଗଣ ଶିକ୍ଷକ କୃଷ୍ଣ ଜିତ ଡାଙ୍ଗ,ଗଟ ପଟ୍ଟନାୟକ, ନିବାସ ଭୋକ୍ତା, ଏବଂ ଅନ୍ୟାନ୍ୟ ସ୍ୱୟଂ ସେବକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ!ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା!ଗ୍ରାମ୍ୟ ବିକାଶ ବିଭାଗ ର ପ୍ରଚାରକ ଲକ୍ଷ୍ମଣ ନାଏକ ଙ୍କ ନିର୍ଦେଶ କ୍ରମେ ଏହି ପରିବେଶ ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ ହୋଇଥିଲା!



More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।