ଜହ୍ନିକୁଦା ଘାଟରୁ ମହେଁଷା ଅଭିମୁଖ ଜିବା ସମୟରେ ପ୍ରତାପ ଜାଲି ନାମକ ଜଣେ ବ୍ୟକ୍ତି ନିଜ ଡଙ୍ଗାରେ ବାଉଁଶ ଲଦି ଚିଲିକା ପାର ହେଉଥିବା ସମୟରେ ବୁଡିଥିଲା ଡଙ୍ଗା ।ଅଳ୍ପକେ ବର୍ତିଲେ ଡ଼ଙ୍ଗା ଚାଳକ Lଘାଟଠାରୁ ମାତ୍ର ୨୦୦ ମିଟର ଦୂରରେ ଡଙ୍ଗାଟି ସମ୍ପୂର୍ଣ ବୁଡିଯିବା ପରେ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି ଡଙ୍ଗା ଚାଳକ ପ୍ରତାପ ଜାଲି। ଡଙ୍ଗାଟି ଜହ୍ନିକୁଦାରୁ ମହେଁଷା ଗ୍ରାମ ଅଭିମୁଖେ ବାହାରିଥିଲା। ଡଙ୍ଗା ଏବଂ ମେସିନ ସମ୍ପୁର୍ଣ୍ଣ ରୁପେ ଚିଲିକାରେ ବୁଡିଯାଇଥିବା ସୂଚନା ମିଳିଛି।



More Stories
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l
ବରୀରେ ଚୋରା ମଦ ବ୍ୟବସାୟକୁ ନେଇ ତେଜୁଛି ଅସନ୍ତୋଷ l
ଭାରତୀୟ ତିନି ମୁଖ୍ୟଙ୍କ ବିଚାର ଧାରାକୁ ତର୍ଜମା କରିବା।