ରାୟଗଡା- ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚlଅ
ଗଣତନ୍ତ୍ର ବଞ୍ଚାଅ. ଦେଶ ବଞ୍ଚlଅ
ବିଜେପି ହଟାଅ. . ଦେଶ ବଞ୍ଚାଅ
କର୍ପୋରେଟ ଲୁଟ ବଦଂ କର
ଜମି ଜଳ ଜଙ୍ଗଲ ଅଧିକାର ଦାବି ନେଇ ଶୋଭାଯାତ୍ରା ଓ ସାଧାରଣ ସଭା

ଚଳିତ ମାସ 12 – 06 – 2023 ତାରିଖ ସୋମବାର ଦିନ ସିପିଆଇ (ଏମ୍ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ସୁଲୁଡି ଛକ ଠାରୁ ଏକ ଶୋଭାଯାତ୍ରା ବାହାରି କାଟିକି ଗାଁ ରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ବିଜେପି ହଟାଅ – ଦେଶ ବଞ୍ଚାଅ – ନେଇ ଜୁନ୍ 1 ତାରିଖ ଠାରୁ ଜୁଲାଇ 1 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଅଭିଯାନ ଗାଁ ଗାଁ କୁ ଯିବା ପାଇଁ ସାଧାରଣ ସଭା ରେ ବିଭିନ୍ନ ନେତା ମାନେ ଉଦବୋଧନ ଦେଇ ଥିଲେ।



More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.