ଜହ୍ନିକୁଦା ଘାଟରୁ ମହେଁଷା ଅଭିମୁଖ ଜିବା ସମୟରେ ପ୍ରତାପ ଜାଲି ନାମକ ଜଣେ ବ୍ୟକ୍ତି ନିଜ ଡଙ୍ଗାରେ ବାଉଁଶ ଲଦି ଚିଲିକା ପାର ହେଉଥିବା ସମୟରେ ବୁଡିଥିଲା ଡଙ୍ଗା ।ଅଳ୍ପକେ ବର୍ତିଲେ ଡ଼ଙ୍ଗା ଚାଳକ Lଘାଟଠାରୁ ମାତ୍ର ୨୦୦ ମିଟର ଦୂରରେ ଡଙ୍ଗାଟି ସମ୍ପୂର୍ଣ ବୁଡିଯିବା ପରେ ସ୍ଥାନୀୟ ବାସିନ୍ଦା ଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି ଡଙ୍ଗା ଚାଳକ ପ୍ରତାପ ଜାଲି। ଡଙ୍ଗାଟି ଜହ୍ନିକୁଦାରୁ ମହେଁଷା ଗ୍ରାମ ଅଭିମୁଖେ ବାହାରିଥିଲା। ଡଙ୍ଗା ଏବଂ ମେସିନ ସମ୍ପୁର୍ଣ୍ଣ ରୁପେ ଚିଲିକାରେ ବୁଡିଯାଇଥିବା ସୂଚନା ମିଳିଛି।



More Stories
ଦୁଇଟି ଯୁବତୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ। ଜଣେ ମୃତ ଆଉଜଣେ ଚିକିତ୍ସାଧୀନ।
ସାନଖେମୁଣ୍ଡୀ ପ୍ରେସ କ୍ଲବ ପକ୍ଷରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ
ଅଭାବନିୟ ଘଟଣା ଦେଖିବାକୁ ମିଳିଲା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ।