ଖୋର୍ଦ୍ଧା ଜିଲ୍ଲା ଓ ଚିଲିକା ନିର୍ଵାଚନ ମଣ୍ଡଳୀ ର ସମସ୍ତ ଗୁରୁଜନ ଭାଇ ଓ ଭଉଣୀଙ୍କୁ ନୂତନ ବର୍ଷ 2024 ର ଶୁଭେଚ୍ଛା ଓ ଅଭିନନ୍ଦନ,ସମସ୍ତଙ୍କ ପାଇଁ ସୁଖ ଶାନ୍ତି ମୋୖତ୍ରି ଓ ପ୍ରଗତିର ବର୍ଷ ହେଉ l ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା’ ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଛି !
ଗୋପୀନାଥ ମହାରଣା
(ଉପ ସଭାପତି ଜିଲ୍ଲାପରିଷଦ ଖୋର୍ଦ୍ଧା )
More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l