ବାଣପୁର ବ୍ଲକ ତୁମ୍ବୁରାପୁଟ ଶାସନ ଗ୍ରାମପଞ୍ଚାୟତ ର ସମସ୍ତ ଗୁରୁଜନ ଭାଇ ଓ ଭଉଣୀଙ୍କୁ ମୋର ନୂତନ ବର୍ଷ ୨୦୨୪ର ଶୁଭେଚ୍ଛା ଓ ଅଭିନନ୍ଦନ,ସମସ୍ତଙ୍କ ପାଇଁ ସୁଖ ଶାନ୍ତି ମୋୖତ୍ରି ଓ ପ୍ରଗତିର ବର୍ଷ ହେଉ l ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା’ ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଛି !
ଅକ୍ଷୟ କୁମାର ସେଠି
(ସରପଞ୍ଚ, ତୁମ୍ବୁରାପୁଟ ଶାସନ )
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।